or_tn/mrk/07/09.md

985 B

How well you reject the commandment ... keep your tradition

ଯୀଶୁ ଏହି ଲୋକକଥା ବ୍ୟବହାର କରି ତାହାଙ୍କ ଶ୍ରୋତାମାନଙ୍କୁ ଈଶ୍ବରଙ୍କ ଆଜ୍ଞାଗୁଡିକୁ ପାଶୋରି ଅଚ୍ଛ କହି ଅନୁଯୋଗ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ତୁମ୍ଭେମାନେ ଆପଣା ଆପଣା ରୀତିନୀତି ପାଳନ କରିବା ନିମନ୍ତେ ଈଶ୍ବରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ କରୁଅଛ, କିନ୍ତୁ ତୁମ୍ଭେମାନେ ଯାହା କରୁଛ ତାହା କୌଣସି ପ୍ରକାରେ ଉତ୍ତମ ବିଷୟ ନୁହେଁ” (ଦେଖ: rc://*/ta/man/translate/figs-irony)

How well you reject

ତୁମ୍ଭେମାନେ କିପରି କୌଶଳ କରି ଅଗ୍ରାହ୍ୟ କରିଅଛ