or_tn/mrk/06/53.md

691 B

Connecting Statement:

ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ଗିନ୍ନେସରତରେ ପହଞ୍ଚିଲେ, ଲୋକାମାନେ ତାହାଙ୍କୁ ଦେଖିଲେ ଓ ଲୋକମାନଙ୍କୁ ସୁସ୍ଥ କରିବାକୁ ତାହାଙ୍କ ନିକଟକୁ ଆଣିଲେ I ସେ ଯେଉଁଆଡେ ଗଲେ ଏହିପରି ଘଟିଲା I

Gennesaret

ଏହା ଗାଲିଲି ସମୁଦ୍ରର ଦକ୍ଷିଣ ପଶ୍ଚିମ ଅଞ୍ଚଳ ଗୁଡିକର ନାମ ଅଟେ I (ଦେଖ: rc://*/ta/man/translate/translate-names)