or_tn/mrk/06/53.md

8 lines
691 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାରେ ଗିନ୍ନେସରତରେ ପହଞ୍ଚିଲେ, ଲୋକାମାନେ ତାହାଙ୍କୁ ଦେଖିଲେ ଓ ଲୋକମାନଙ୍କୁ ସୁସ୍ଥ କରିବାକୁ ତାହାଙ୍କ ନିକଟକୁ ଆଣିଲେ I ସେ ଯେଉଁଆଡେ ଗଲେ ଏହିପରି ଘଟିଲା I
# Gennesaret
ଏହା ଗାଲିଲି ସମୁଦ୍ରର ଦକ୍ଷିଣ ପଶ୍ଚିମ ଅଞ୍ଚଳ ଗୁଡିକର ନାମ ଅଟେ I (ଦେଖ: [[rc://*/ta/man/translate/translate-names]])