or_tn/mrk/06/37.md

12 lines
1.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# But he answered and said to them
କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଇ କହିଲେ
# Can we go and buy two hundred denarii worth of bread and give it to them to eat?
ଶିଷ୍ୟମାନେ କହିବାକୁ ଯାଇ ଏହି ପ୍ରଶ୍ନ ପଚାରିଲେ ଯେ ଏହି ଲୋକସମୁହ ନିମନ୍ତେ ଖାଦ୍ୟ କିଣିବା ନିମନ୍ତେ ସେମାନଙ୍କ ନିକଟରେ କୌଣସି ସମ୍ବଳ ନାହିଁ I ଅନ୍ୟଏକ ଅନୁବାଦରେ: “ଏହି ଲୋକମାନଙ୍କୁ ଖାଦ୍ୟ ଦେବା ନିମନ୍ତେ ଯଥେଷ୍ଟ ନାହି, ଏପରିକି ଆମମାନଙ୍କ ପାଖରେ ଦୁଇଶହ ନାହି !” (ଦେଖ: [[rc://*/ta/man/translate/figs-rquestion]])
# two hundred denarii
ଦିନାରୀ, “ଏକ ଶତ” ଏକ ବଚନ “ଶତକ” ଅଟେ I ଏକ ଦିନାରୀ ରୋମିୟ ରୌପ୍ୟ ମୁଦ୍ରାରେ ଏକ ଦିନର ମଜୁରୀର ମୁଲ୍ୟ ଅଟେ I (ଦେଖ: [[rc://*/ta/man/translate/translate-bmoney]] ଓ [[rc://*/ta/man/translate/translate-numbers]])