or_tn/mrk/06/37.md

1.2 KiB
Raw Permalink Blame History

But he answered and said to them

କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ ଉତ୍ତର ଦେଇ କହିଲେ

Can we go and buy two hundred denarii worth of bread and give it to them to eat?

ଶିଷ୍ୟମାନେ କହିବାକୁ ଯାଇ ଏହି ପ୍ରଶ୍ନ ପଚାରିଲେ ଯେ ଏହି ଲୋକସମୁହ ନିମନ୍ତେ ଖାଦ୍ୟ କିଣିବା ନିମନ୍ତେ ସେମାନଙ୍କ ନିକଟରେ କୌଣସି ସମ୍ବଳ ନାହିଁ I ଅନ୍ୟଏକ ଅନୁବାଦରେ: “ଏହି ଲୋକମାନଙ୍କୁ ଖାଦ୍ୟ ଦେବା ନିମନ୍ତେ ଯଥେଷ୍ଟ ନାହି, ଏପରିକି ଆମମାନଙ୍କ ପାଖରେ ଦୁଇଶହ ନାହି !” (ଦେଖ: rc://*/ta/man/translate/figs-rquestion)

two hundred denarii

ଦିନାରୀ, “ଏକ ଶତ” ଏକ ବଚନ “ଶତକ” ଅଟେ I ଏକ ଦିନାରୀ ରୋମିୟ ରୌପ୍ୟ ମୁଦ୍ରାରେ ଏକ ଦିନର ମଜୁରୀର ମୁଲ୍ୟ ଅଟେ I (ଦେଖ: [[rc:///ta/man/translate/translate-bmoney]] ଓ [[rc:///ta/man/translate/translate-numbers]])