or_tn/mrk/06/34.md

8 lines
504 B
Markdown

# he saw a great crowd
ଯୀଶୁ ଲୋକସମୁହକୁ ଦେଖିଲେ
# they were like sheep without a shepherd
ଯୀଶୁ ଲୋକମାନଙ୍କ ସହିତ ମେଷମାନଙ୍କୁ ତୁଳନା କରୁଛନ୍ତି ଯେଉଁମାନେ ଦ୍ବନ୍ଦରେ ପଡି ଯାଆନ୍ତି ଯେତେବେଳେ ସେମାନଙ୍କ ନିକଟରେ ମେଷପାଳକ ନଥାନ୍ତି I (ଦେଖ: [[rc://*/ta/man/translate/figs-simile]])