# he saw a great crowd ଯୀଶୁ ଲୋକସମୁହକୁ ଦେଖିଲେ # they were like sheep without a shepherd ଯୀଶୁ ଲୋକମାନଙ୍କ ସହିତ ମେଷମାନଙ୍କୁ ତୁଳନା କରୁଛନ୍ତି ଯେଉଁମାନେ ଦ୍ବନ୍ଦରେ ପଡି ଯାଆନ୍ତି ଯେତେବେଳେ ସେମାନଙ୍କ ନିକଟରେ ମେଷପାଳକ ନଥାନ୍ତି I (ଦେଖ: [[rc://*/ta/man/translate/figs-simile]])