or_tn/mrk/06/20.md

810 B

for Herod feared John; he knew

ଏହି ଦୁଇଟି କାରଣ ଗୁଡିକୁ ଭିନ୍ନ ଭବାରେ ଯୁକ୍ତ କରି ଅଧିକ ସ୍ପଷ୍ଟ କରି ଦେଖାଅ ଯେ କାହିଁକି ହେରୋଦ ଯୋହନଙ୍କୁ ଭୟ କରୁଥିଲେ I ଅନ୍ୟଏକ ଅନୁବାଦରେ: “କାରଣ ହେରୋଦ ଯୋହନଙ୍କୁ ଭୟ କରୁଥିଲେ ଯେହେତୁ ସେ ଜାଣିଥିଲେ” (ଦେଖ: rc://*/ta/man/translate/writing-connectingwords)

he knew that he was a righteous

ହେରୋଦ ଜାଣିଥିଲେ ଯେ ଯୋହନ ଜଣେ ଧାର୍ମିକ ବ୍ୟକ୍ତି ଥିଲେ

Listening to him

ଯୋହନଙ୍କ ବିଷୟରେ ଶୁଣିଥିଲେ