# for Herod feared John; he knew ଏହି ଦୁଇଟି କାରଣ ଗୁଡିକୁ ଭିନ୍ନ ଭବାରେ ଯୁକ୍ତ କରି ଅଧିକ ସ୍ପଷ୍ଟ କରି ଦେଖାଅ ଯେ କାହିଁକି ହେରୋଦ ଯୋହନଙ୍କୁ ଭୟ କରୁଥିଲେ I ଅନ୍ୟଏକ ଅନୁବାଦରେ: “କାରଣ ହେରୋଦ ଯୋହନଙ୍କୁ ଭୟ କରୁଥିଲେ ଯେହେତୁ ସେ ଜାଣିଥିଲେ” (ଦେଖ: [[rc://*/ta/man/translate/writing-connectingwords]]) # he knew that he was a righteous ହେରୋଦ ଜାଣିଥିଲେ ଯେ ଯୋହନ ଜଣେ ଧାର୍ମିକ ବ୍ୟକ୍ତି ଥିଲେ # Listening to him ଯୋହନଙ୍କ ବିଷୟରେ ଶୁଣିଥିଲେ