or_tn/mrk/05/intro.md

8 lines
677 B
Markdown

# ମାର୍କ ୦୫ ସାଧାରଣ ସୁଚନା
## ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା
### ”ଟଲିଥା, କୁମ୍ “
”ଟଲିଥା, କୁମ୍“ ବାକ୍ୟ ସମୁହ ([ମାର୍କ ୫:୪୧] (../../mrk/05/41.md)ରେ ଆରମିକ ଭାଷାରୁ ଆସିଅଛି I ମାର୍କ ସେଗୁଡିକୁ ଏପରି ଲେଖିଛନ୍ତି ଯେ ସେମାନଙ୍କର ଉଚ୍ଚାରଣ ଓ ପରେ ସେଗୁଡିକର ଅନୁବାଦ କରିଛନ୍ତି (ଦେଖ: [[rc://*/ta/man/translate/translate-transliterate]])