or_tn/mrk/05/intro.md

677 B

ମାର୍କ ୦୫ ସାଧାରଣ ସୁଚନା

ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା

”ଟଲିଥା, କୁମ୍ “

”ଟଲିଥା, କୁମ୍“ ବାକ୍ୟ ସମୁହ ([ମାର୍କ ୫:୪୧] (../../mrk/05/41.md)ରେ ଆରମିକ ଭାଷାରୁ ଆସିଅଛି I ମାର୍କ ସେଗୁଡିକୁ ଏପରି ଲେଖିଛନ୍ତି ଯେ ସେମାନଙ୍କର ଉଚ୍ଚାରଣ ଓ ପରେ ସେଗୁଡିକର ଅନୁବାଦ କରିଛନ୍ତି (ଦେଖ: rc://*/ta/man/translate/translate-transliterate)