or_tn/mrk/05/33.md

8 lines
813 B
Markdown

# fell down before him
ତାହାଙ୍କ ସମ୍ମୁଖରେ ଜାନୁ ପାତିଲା I ସ୍ତ୍ରୀଟି ଯୀଶୁଙ୍କ ସମ୍ମୁଖରେ ସମ୍ମାନ ଓ ସମର୍ପିତ ସ୍ବରୁପ ଜାନୁ ପାତିଲା I
# told him the whole truth
“ସମସ୍ତ ସତ୍ୟ କଥା” ବାକ୍ୟାଂଶ ସେ କିପରି ତାହାଙ୍କୁ ସ୍ପର୍ଶ କଲା ଓ ସୁସ୍ଥ ହେଲା ତାହା ବୁଝାଏ I ଅନ୍ୟଏକ ଅନୁବାଦରେ: “ ସେ କିପରି ତାହାଙ୍କୁ ସ୍ପର୍ଶ କଲା ସେ ସମ୍ବନ୍ଧିୟ ସମସ୍ତ ସତ୍ୟକଥା ତାହାଙ୍କୁ କହିଲା” (ଦେଖ: [[rc://*/ta/man/translate/figs-ellipsis]])