or_tn/mrk/05/33.md

813 B

fell down before him

ତାହାଙ୍କ ସମ୍ମୁଖରେ ଜାନୁ ପାତିଲା I ସ୍ତ୍ରୀଟି ଯୀଶୁଙ୍କ ସମ୍ମୁଖରେ ସମ୍ମାନ ଓ ସମର୍ପିତ ସ୍ବରୁପ ଜାନୁ ପାତିଲା I

told him the whole truth

“ସମସ୍ତ ସତ୍ୟ କଥା” ବାକ୍ୟାଂଶ ସେ କିପରି ତାହାଙ୍କୁ ସ୍ପର୍ଶ କଲା ଓ ସୁସ୍ଥ ହେଲା ତାହା ବୁଝାଏ I ଅନ୍ୟଏକ ଅନୁବାଦରେ: “ ସେ କିପରି ତାହାଙ୍କୁ ସ୍ପର୍ଶ କଲା ସେ ସମ୍ବନ୍ଧିୟ ସମସ୍ତ ସତ୍ୟକଥା ତାହାଙ୍କୁ କହିଲା” (ଦେଖ: rc://*/ta/man/translate/figs-ellipsis)