or_tn/mrk/05/24.md

689 B

So he went with him

ତେଣୁ ଯୀଶୁ ଯାଇରସ ସହିତ ଗଲେ I ଯୀଶୁଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଗଲେ I ଅନ୍ୟଏକ ଅନୁବାଦରେ: “ଅତଏବ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଇରସ ସହିତ ଗଲେ” (ଦେଖ: rc://*/ta/man/translate/figs-explicit)

pressed close around him

ଏହା ବୁଝାଏ ଯେ ସେମାନେ ଯୀଶୁଙ୍କ ଚାରିପଟେ ଘେରିଗଲେ ଓ ଯୀଶୁଙ୍କ ନିକଟକୁ ଯିବା ପାଇଁ ଠେଲାପେଲା ଲାଗିଲେ I