# So he went with him ତେଣୁ ଯୀଶୁ ଯାଇରସ ସହିତ ଗଲେ I ଯୀଶୁଙ୍କ ଶିଷ୍ୟମାନେ ମଧ୍ୟ ତାହାଙ୍କ ସହିତ ଗଲେ I ଅନ୍ୟଏକ ଅନୁବାଦରେ: “ଅତଏବ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଯାଇରସ ସହିତ ଗଲେ” (ଦେଖ: [[rc://*/ta/man/translate/figs-explicit]]) # pressed close around him ଏହା ବୁଝାଏ ଯେ ସେମାନେ ଯୀଶୁଙ୍କ ଚାରିପଟେ ଘେରିଗଲେ ଓ ଯୀଶୁଙ୍କ ନିକଟକୁ ଯିବା ପାଇଁ ଠେଲାପେଲା ଲାଗିଲେ I