or_tn/mrk/05/15.md

817 B

Legion

ସେହି ଲୋକ ଭିତରେ ଅନେକ ଅଶୁଚି ଆତ୍ମା ଗୁଡିକର ନାମ ଏହା ଥିଲା I ଦେଖ ତୁମେ ଏହାକୁ ମାର୍କ ୫:୯ରେ କିପରି ଅନୁବାଦ କରିଅଚ୍ଛ I

in his right mind

ଏହା ଏକ ରୁଢି ଅଟେ ଯାହାର ଅର୍ଥ ସେ ଭଲ ମନରେ ଭାବୁଛି I ଅନ୍ୟଏକ ଅନୁବାଦରେ: “ଭଲ ମନ” କିମ୍ବା “ସ୍ପଷ୍ଟ ଭାବନା” (ଦେଖ: rc://*/ta/man/translate/figs-idiom)

they were afraid

“ସେମାନେ” ଶବ୍ଦ ଦଳଗତ ଲୋକାମାନଙ୍କୁ ବୁଝାଏ ଯେଉଁମାନେ କ’ଣ ଘଟିଛି ଦେଖିବାକୁ ଗଲେ I