# Legion ସେହି ଲୋକ ଭିତରେ ଅନେକ ଅଶୁଚି ଆତ୍ମା ଗୁଡିକର ନାମ ଏହା ଥିଲା I ଦେଖ ତୁମେ ଏହାକୁ [ମାର୍କ ୫:୯](../05/09.md)ରେ କିପରି ଅନୁବାଦ କରିଅଚ୍ଛ I # in his right mind ଏହା ଏକ ରୁଢି ଅଟେ ଯାହାର ଅର୍ଥ ସେ ଭଲ ମନରେ ଭାବୁଛି I ଅନ୍ୟଏକ ଅନୁବାଦରେ: “ଭଲ ମନ” କିମ୍ବା “ସ୍ପଷ୍ଟ ଭାବନା” (ଦେଖ: [[rc://*/ta/man/translate/figs-idiom]]) # they were afraid “ସେମାନେ” ଶବ୍ଦ ଦଳଗତ ଲୋକାମାନଙ୍କୁ ବୁଝାଏ ଯେଉଁମାନେ କ’ଣ ଘଟିଛି ଦେଖିବାକୁ ଗଲେ I