24 lines
2.1 KiB
Markdown
24 lines
2.1 KiB
Markdown
# General Information:
|
|
|
|
ଏହି ଦୁଇ ପଦରେ ତଥ୍ୟକୁ ପୁନଃ କ୍ରମାନ୍ବୟରେ ରଖ ଯେପରି କ୍ରମାନ୍ବୟରେ ଘଟଣାବଳୀର ଉପସ୍ଥାପନା କରିବ ଯାହା ଘଟୁଥିଲା, ଯେପରି USTରେ ଉଲ୍ଲେଖ ଅଛି I (ଦେଖ: [[rc://*/ta/man/translate/figs-events]])
|
|
|
|
# He cried out
|
|
|
|
ଅଶୁଚି ଆତ୍ମା ଉଚ ସ୍ବରରେ କହିବାକୁ ଲାଗିଲା
|
|
|
|
# What do I have to do with you, Jesus, Son of the Most High God?
|
|
|
|
ଅଶୁଚି ଆତ୍ମା ଭୟରେ ଏହି ପ୍ରଶ୍ନ ପଚାରିଲା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୋତେ ଏକାକି ଛାଡି ଦିଅ, ହେ ପରାତ୍ପର ଈଶ୍ବରଙ୍କ ପୁତ୍ର ଯୀଶୁ ! ତୁମ ସାଙ୍ଗରେ ମୋର କ,ଣ ଅଛି” (ଦେଖ: [[rc://*/ta/man/translate/figs-rquestion]])
|
|
|
|
# Jesus ... do not torment me
|
|
|
|
ଅଶୁଚି ଆତ୍ମାକୁ ଯନ୍ତ୍ରଣା ଦେବାର ଦକ୍ଷତା ଯୀଶୁଙ୍କର ଥିଲା
|
|
|
|
# Son of the Most High God
|
|
|
|
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])
|
|
|
|
# I beg you by God himself
|
|
|
|
ଏଠାରେ ଅଶୁଚି ଆତ୍ମା ଈଶ୍ବରଙ୍କ ନାମରେ ଶପଥ କରୁଛି ଯେପରି ସେ ଯୀଶୁଙ୍କୁ ବିନତୀ କରୁଛି I ତୁମ ଭାଷାରେ ଏହିପରି ଅନୁରୋଧ କିପରି କରାଯାଏ ଚିନ୍ତା କର I ଅନ୍ୟଏକ ଅନୁବାଦରେ: “ମୁଁ ଈଶ୍ବରଙ୍କ ସାକ୍ଷାତରେ ବିନତୀ କରୁଅଛି” କିମ୍ବା “ମୁଁ ଈଶ୍ବରଙ୍କ ସାକ୍ଷାତରେ ନିଜକୁ ଶପଥ କରୁଅଛି ଓ ତୁମକୁ ବିନତୀ କରୁଅଛି”
|