or_tn/mrk/05/07.md

2.1 KiB

General Information:

ଏହି ଦୁଇ ପଦରେ ତଥ୍ୟକୁ ପୁନଃ କ୍ରମାନ୍ବୟରେ ରଖ ଯେପରି କ୍ରମାନ୍ବୟରେ ଘଟଣାବଳୀର ଉପସ୍ଥାପନା କରିବ ଯାହା ଘଟୁଥିଲା, ଯେପରି USTରେ ଉଲ୍ଲେଖ ଅଛି I (ଦେଖ: rc://*/ta/man/translate/figs-events)

He cried out

ଅଶୁଚି ଆତ୍ମା ଉଚ ସ୍ବରରେ କହିବାକୁ ଲାଗିଲା

What do I have to do with you, Jesus, Son of the Most High God?

ଅଶୁଚି ଆତ୍ମା ଭୟରେ ଏହି ପ୍ରଶ୍ନ ପଚାରିଲା I ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ମୋତେ ଏକାକି ଛାଡି ଦିଅ, ହେ ପରାତ୍ପର ଈଶ୍ବରଙ୍କ ପୁତ୍ର ଯୀଶୁ ! ତୁମ ସାଙ୍ଗରେ ମୋର କ,ଣ ଅଛି” (ଦେଖ: rc://*/ta/man/translate/figs-rquestion)

Jesus ... do not torment me

ଅଶୁଚି ଆତ୍ମାକୁ ଯନ୍ତ୍ରଣା ଦେବାର ଦକ୍ଷତା ଯୀଶୁଙ୍କର ଥିଲା

Son of the Most High God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)

I beg you by God himself

ଏଠାରେ ଅଶୁଚି ଆତ୍ମା ଈଶ୍ବରଙ୍କ ନାମରେ ଶପଥ କରୁଛି ଯେପରି ସେ ଯୀଶୁଙ୍କୁ ବିନତୀ କରୁଛି I ତୁମ ଭାଷାରେ ଏହିପରି ଅନୁରୋଧ କିପରି କରାଯାଏ ଚିନ୍ତା କର I ଅନ୍ୟଏକ ଅନୁବାଦରେ: “ମୁଁ ଈଶ୍ବରଙ୍କ ସାକ୍ଷାତରେ ବିନତୀ କରୁଅଛି” କିମ୍ବା “ମୁଁ ଈଶ୍ବରଙ୍କ ସାକ୍ଷାତରେ ନିଜକୁ ଶପଥ କରୁଅଛି ଓ ତୁମକୁ ବିନତୀ କରୁଅଛି”