or_tn/mrk/05/04.md

1.6 KiB

He had been bound many times

ଏହାକୁ କର୍ତ୍ତା ବାଚ୍ୟରେ ଲେଖା ଯାଇ ପାରିବ. ପରିବର୍ତ୍ତନ ଅନୁବାଦ: “ ଲୋକମାନେ ଅନେକ ଥର ତାକୁ ବାନ୍ଧି ଥିଲେ” (ଦେଖ:rc://*/ta/man/translate/figs-activepassive)

his shackles were shattered

ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ସେ ଜଞ୍ଜିର ଛିଡାଇ ଦେଲା ” (ଦେଖ: rc://*/ta/man/translate/figs-activepassive)

shackles

ଖଣ୍ଡବିଖଣ୍ଡ ଧାତୁ ପଦାର୍ଥ ଯାହାକୁ ଲୋକମାନେ ବାହୁ ଚାରିପଟେ ବାନ୍ଧନ୍ତି ଓ ଗୋଡରେ ବନ୍ଦୀମାନଙ୍କ ପରି ଓ ଜଞ୍ଜିର ସହିତ ଗୋଟିଏ ଉପାଦାନକୁ ସଂଯୁକ୍ତ କରନ୍ତି ଯେପରି ସେ କାରାଗାରରେ ବନ୍ଦୀ ହୋଇଥିବା ଲୋକ ଗତି କରିପାରିବ ନାହିଁ

No one had the strength to subdue him

ଲୋକଟି ଏତେ ବଳ ଥିଲା ଯେ କେହି ତାକୁ ଆୟତ କରିପାରୁ ନଥିଲେ I ଅନ୍ୟଏକ ଅନୁବାଦରେ: “ତାହାକୁ ବଶରେ ରଖିବା ପାଇଁ କାହାରି ବଳ ନଥିଲା” (ଦେଖ: rc://*/ta/man/translate/figs-explicit)

subdue him

ତାକୁ ବଶରେ ରଖିବା