# He had been bound many times ଏହାକୁ କର୍ତ୍ତା ବାଚ୍ୟରେ ଲେଖା ଯାଇ ପାରିବ. ପରିବର୍ତ୍ତନ ଅନୁବାଦ: “ ଲୋକମାନେ ଅନେକ ଥର ତାକୁ ବାନ୍ଧି ଥିଲେ” (ଦେଖ:[[rc://*/ta/man/translate/figs-activepassive]]) # his shackles were shattered ଏହାକୁ କର୍ତ୍ତୁବାଚ୍ୟ ଆକାରରେ ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ସେ ଜଞ୍ଜିର ଛିଡାଇ ଦେଲା ” (ଦେଖ: [[rc://*/ta/man/translate/figs-activepassive]]) # shackles ଖଣ୍ଡବିଖଣ୍ଡ ଧାତୁ ପଦାର୍ଥ ଯାହାକୁ ଲୋକମାନେ ବାହୁ ଚାରିପଟେ ବାନ୍ଧନ୍ତି ଓ ଗୋଡରେ ବନ୍ଦୀମାନଙ୍କ ପରି ଓ ଜଞ୍ଜିର ସହିତ ଗୋଟିଏ ଉପାଦାନକୁ ସଂଯୁକ୍ତ କରନ୍ତି ଯେପରି ସେ କାରାଗାରରେ ବନ୍ଦୀ ହୋଇଥିବା ଲୋକ ଗତି କରିପାରିବ ନାହିଁ # No one had the strength to subdue him ଲୋକଟି ଏତେ ବଳ ଥିଲା ଯେ କେହି ତାକୁ ଆୟତ କରିପାରୁ ନଥିଲେ I ଅନ୍ୟଏକ ଅନୁବାଦରେ: “ତାହାକୁ ବଶରେ ରଖିବା ପାଇଁ କାହାରି ବଳ ନଥିଲା” (ଦେଖ: [[rc://*/ta/man/translate/figs-explicit]]) # subdue him ତାକୁ ବଶରେ ରଖିବା