or_tn/mrk/04/39.md

8 lines
535 B
Markdown

# Peace! Be still!
ଏହି ଦୁଇଟି ବାକ୍ୟାଂଶ ସମାନ ଅଟନ୍ତି ଓ ଯୀଶୁ ପବନ ଓ ସମୁଦ୍ରକୁ ଯାହା କରିବା ପାଇଁ ଇଛା କଲେ ତାହାକୁ ଗୁରୁତ୍ବାରୋପ କରେ I (ଦେଖ: [[rc://*/ta/man/translate/figs-doublet]])
# a great calm
ସମୁଦ୍ର ସ୍ଥିର ହୋଇଗଲା କିମ୍ବା “ସମୁଦ୍ର ଉପରେ ଶାନ୍ତ ପରିବେଶ ସୃଷ୍ଟି ହେଲା”