or_tn/mrk/04/39.md

535 B

Peace! Be still!

ଏହି ଦୁଇଟି ବାକ୍ୟାଂଶ ସମାନ ଅଟନ୍ତି ଓ ଯୀଶୁ ପବନ ଓ ସମୁଦ୍ରକୁ ଯାହା କରିବା ପାଇଁ ଇଛା କଲେ ତାହାକୁ ଗୁରୁତ୍ବାରୋପ କରେ I (ଦେଖ: rc://*/ta/man/translate/figs-doublet)

a great calm

ସମୁଦ୍ର ସ୍ଥିର ହୋଇଗଲା କିମ୍ବା “ସମୁଦ୍ର ଉପରେ ଶାନ୍ତ ପରିବେଶ ସୃଷ୍ଟି ହେଲା”