or_tn/mrk/04/37.md

8 lines
758 B
Markdown

# a violent windstorm arose
ଏଠାରେ “ଉଠିବା” “ଆରମ୍ଭ” ହେବା ନିମନ୍ତେ ଏକ ରୁଢି ଅଟେ I ଅନ୍ୟଏକ ଅନୁବାଦରେ: “ଏକ ଭୟଙ୍କର ଝଡତୋଫାନ ଆରମ୍ଭ ହେଲା” (ଦେଖ: [[rc://*/ta/man/translate/figs-idiom]])
# the boat was almost full of water
ଏହା ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ ନୌକାଟି ପାଣିରେ ପୁରିବାକୁ ଲାଗୁଥିଲା I ଅନ୍ୟଏକ ଅନୁବାଦରେ: “ନୌକାଟି ଜଳରେ ପୁର୍ଣ୍ଣ ହେବାକୁ ଲାଗିଲା” (ଦେଖ: [[rc://*/ta/man/translate/figs-ellipsis]])