or_tn/mrk/04/37.md

758 B

a violent windstorm arose

ଏଠାରେ “ଉଠିବା” “ଆରମ୍ଭ” ହେବା ନିମନ୍ତେ ଏକ ରୁଢି ଅଟେ I ଅନ୍ୟଏକ ଅନୁବାଦରେ: “ଏକ ଭୟଙ୍କର ଝଡତୋଫାନ ଆରମ୍ଭ ହେଲା” (ଦେଖ: rc://*/ta/man/translate/figs-idiom)

the boat was almost full of water

ଏହା ବ୍ୟକ୍ତ କରିବାକୁ ସହାୟକ ହୋଇପାରେ ଯେ ନୌକାଟି ପାଣିରେ ପୁରିବାକୁ ଲାଗୁଥିଲା I ଅନ୍ୟଏକ ଅନୁବାଦରେ: “ନୌକାଟି ଜଳରେ ପୁର୍ଣ୍ଣ ହେବାକୁ ଲାଗିଲା” (ଦେଖ: rc://*/ta/man/translate/figs-ellipsis)