or_tn/mrk/04/22.md

1.0 KiB

For nothing is hidden that will not be known ... come out into the open

ଏହାକୁ ଆସ୍ତିକ ବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ପ୍ରକାଶିତ ନହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ, ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି” (ଦେଖ: rc://*/ta/man/translate/figs-litotes)

nothing is hidden ... nothing is secret

କୌଣସି ବିଷୟ ଗୁପ୍ତ ନାହିଁ ... ଆଉ କିଛି ହିଁ ଗୁପ୍ତ ନାହିଁ ଉଭୟ ବାକ୍ୟାଂଶ ସମାନ ଅଟେ I ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ଯାହା ଗୁପ୍ତ ଅଛି ତାହା ପ୍ରକାଶିତ ହେବ I (ଦେଖ: rc://*/ta/man/translate/figs-parallelism)