or_tn/mrk/04/22.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# For nothing is hidden that will not be known ... come out into the open
ଏହାକୁ ଆସ୍ତିକ ବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କାରଣ ପ୍ରକାଶିତ ନହେବା ଉଦ୍ଦେଶ୍ୟରେ କିଛି ଗୁପ୍ତ ନାହିଁ, ଆଉ ଯାହା ଗୁପ୍ତ ହୋଇଅଛି, ତାହା ପ୍ରକାଶିତ ହେବା ଉଦ୍ଦେଶ୍ୟରେ ଗୁପ୍ତ ହୋଇଅଛି” (ଦେଖ: [[rc://*/ta/man/translate/figs-litotes]])
# nothing is hidden ... nothing is secret
କୌଣସି ବିଷୟ ଗୁପ୍ତ ନାହିଁ ... ଆଉ କିଛି ହିଁ ଗୁପ୍ତ ନାହିଁ ଉଭୟ ବାକ୍ୟାଂଶ ସମାନ ଅଟେ I ଯୀଶୁ ଗୁରୁତ୍ବ ଦେଉଛନ୍ତି ଯେ ଯାହା ଗୁପ୍ତ ଅଛି ତାହା ପ୍ରକାଶିତ ହେବ I (ଦେଖ: [[rc://*/ta/man/translate/figs-parallelism]])