or_tn/mrk/04/19.md

16 lines
1.2 KiB
Markdown

# the cares of the world
ସାଂସାରିକ ଚିନ୍ତା କିମ୍ବା “ବର୍ତ୍ତମାନ ଜୀବନ ସମ୍ବନ୍ଧରେ ଚିନ୍ତା”
# the deceitfulness of riches
ଧନୀ ହେବାର ଲାଳସା
# enter in and choke the word
ଯେମିତି ଯୀଶୁ ଲୋକମାନଙ୍କ ସମ୍ବନ୍ଧରେ କହୁଥିଲେ ଆଉ କିପ୍ରକାର ବିହନ କଣ୍ଟାଗଚ୍ଛ ମୁଳରେ ପଡିଲା, ସେ ବୁଝାନ୍ତି ସେମାନଙ୍କର ଜୀବନରେ ବାକ୍ୟ ପ୍ରତି ଲାଳସା ଓ ଚିନ୍ତା କ’ଣ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯେପରି କଣ୍ଟାଗଚ୍ଛ ଗୁଡାକ ଯୁବା ଗୁଳ୍ମକୁ ଚାପି ପକାଇଲା ସେହିପରି ଈଶ୍ବରଙ୍କ ସୁସମାଚାର ପ୍ରବେଶ କରିଲା ଓ ଚାପି ହୋଇଗଲା” (ଦେଖ: [[rc://*/ta/man/translate/figs-metaphor]])
# it does not produce a crop
ସେମାନଙ୍କ ମଧ୍ୟରେ ବାକ୍ୟ ଫଳ ଫଳି ପାରେ ନାହିଁ