or_tn/mrk/04/19.md

1.2 KiB

the cares of the world

ସାଂସାରିକ ଚିନ୍ତା କିମ୍ବା “ବର୍ତ୍ତମାନ ଜୀବନ ସମ୍ବନ୍ଧରେ ଚିନ୍ତା”

the deceitfulness of riches

ଧନୀ ହେବାର ଲାଳସା

enter in and choke the word

ଯେମିତି ଯୀଶୁ ଲୋକମାନଙ୍କ ସମ୍ବନ୍ଧରେ କହୁଥିଲେ ଆଉ କିପ୍ରକାର ବିହନ କଣ୍ଟାଗଚ୍ଛ ମୁଳରେ ପଡିଲା, ସେ ବୁଝାନ୍ତି ସେମାନଙ୍କର ଜୀବନରେ ବାକ୍ୟ ପ୍ରତି ଲାଳସା ଓ ଚିନ୍ତା କ’ଣ ହୋଇପାରେ I ଅନ୍ୟଏକ ଅନୁବାଦରେ: “ଯେପରି କଣ୍ଟାଗଚ୍ଛ ଗୁଡାକ ଯୁବା ଗୁଳ୍ମକୁ ଚାପି ପକାଇଲା ସେହିପରି ଈଶ୍ବରଙ୍କ ସୁସମାଚାର ପ୍ରବେଶ କରିଲା ଓ ଚାପି ହୋଇଗଲା” (ଦେଖ: rc://*/ta/man/translate/figs-metaphor)

it does not produce a crop

ସେମାନଙ୍କ ମଧ୍ୟରେ ବାକ୍ୟ ଫଳ ଫଳି ପାରେ ନାହିଁ