or_tn/mrk/04/17.md

2.1 KiB

They have no root in themselves

ଏହା ତୁଳନାତ୍ମକ ଯୁବା ଗୁଳ୍ମ ଯାହାର ଚେର ଭିତରକୁ ପ୍ରବେଶ ନକରି ପାରିବା ନିମନ୍ତେ ଏକ ତୁଳନାତ୍ମକ ଅଟେ I ଏହି ରୁପକର ଅର୍ଥ ଯେ ଲୋକମାନେ ଶୁଣିବାକ୍ଷଣି ଆନନ୍ଦରେ ବାକ୍ୟ ଗ୍ରହଣ କରନ୍ତି, କିନ୍ତୁ ସେମାନେ ଦୃଢ ଭାବେ ଏଥିପ୍ରତି ସମର୍ପିତ ହୋଇ ନଥାନ୍ତି I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ଯୁବା ଗୁଳ୍ମ ପରି ଯାହାର ଚେର ମାଡି ନଥାଏ” (ଦେଖ: rc://*/ta/man/translate/figs-metaphor)

no root

ଏହା ଗୁରୁତ୍ବାରୋପ କରେ ଯେ କିପରି ଚେର ମାଡି ନଥିଲା (ଦେଖ: rc://*/ta/man/translate/figs-hyperbole)

endure

ଏହି ଦୃଷ୍ତାନ୍ତରେ , “ସ୍ଥିର” ର ଅର୍ଥ “ବିଶ୍ବାସ I” ଅନ୍ୟଏକ ଅନୁବାଦରେ: “ସେମାନଙ୍କର ବିଶ୍ବାସରେ ଚାଲିବା” (ଦେଖ: rc://*/ta/man/translate/figs-metaphor)

tribulation or persecution comes because of the word

ଏହା ବୁଝିବା ନିମନ୍ତେ ସହାୟକ ହୋଇପାରେ ଯେ ତାଡନା ଆସେ କାରଣ ଲୋକମାନେ ଈଶ୍ବରଙ୍କ ସୁସମାଚାରରେ ବିଶ୍ବାସ କରନ୍ତି I ଅନ୍ୟଏକ ଅନୁବାଦରେ: “କ୍ଲେଶ ବା ତାଡନା ଆସେ କାରଣ ସେମାନେ ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କଲେ” (ଦେଖ: rc://*/ta/man/translate/figs-explicit)

they stumble

ଏହି ଦୃଷ୍ତାନ୍ତରେ, “ପ୍ରତିବନ୍ଧକ” ଅର୍ଥ “ଈଶ୍ବରଙ୍କ ସୁସମାଚାରକୁ ବିଶ୍ବାସ କରିବାକୁ ବନ୍ଦ କରିବା” (ଦେଖ: rc://*/ta/man/translate/figs-metaphor)