or_tn/mrk/04/17.md

20 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# They have no root in themselves
ଏହା ତୁଳନାତ୍ମକ ଯୁବା ଗୁଳ୍ମ ଯାହାର ଚେର ଭିତରକୁ ପ୍ରବେଶ ନକରି ପାରିବା ନିମନ୍ତେ ଏକ ତୁଳନାତ୍ମକ ଅଟେ I ଏହି ରୁପକର ଅର୍ଥ ଯେ ଲୋକମାନେ ଶୁଣିବାକ୍ଷଣି ଆନନ୍ଦରେ ବାକ୍ୟ ଗ୍ରହଣ କରନ୍ତି, କିନ୍ତୁ ସେମାନେ ଦୃଢ ଭାବେ ଏଥିପ୍ରତି ସମର୍ପିତ ହୋଇ ନଥାନ୍ତି I ଅନ୍ୟଏକ ଅନୁବାଦରେ: “ପୁଣି ସେମାନେ ଯୁବା ଗୁଳ୍ମ ପରି ଯାହାର ଚେର ମାଡି ନଥାଏ” (ଦେଖ: [[rc://*/ta/man/translate/figs-metaphor]])
# no root
ଏହା ଗୁରୁତ୍ବାରୋପ କରେ ଯେ କିପରି ଚେର ମାଡି ନଥିଲା (ଦେଖ: [[rc://*/ta/man/translate/figs-hyperbole]])
# endure
ଏହି ଦୃଷ୍ତାନ୍ତରେ , “ସ୍ଥିର” ର ଅର୍ଥ “ବିଶ୍ବାସ I” ଅନ୍ୟଏକ ଅନୁବାଦରେ: “ସେମାନଙ୍କର ବିଶ୍ବାସରେ ଚାଲିବା” (ଦେଖ: [[rc://*/ta/man/translate/figs-metaphor]])
# tribulation or persecution comes because of the word
ଏହା ବୁଝିବା ନିମନ୍ତେ ସହାୟକ ହୋଇପାରେ ଯେ ତାଡନା ଆସେ କାରଣ ଲୋକମାନେ ଈଶ୍ବରଙ୍କ ସୁସମାଚାରରେ ବିଶ୍ବାସ କରନ୍ତି I ଅନ୍ୟଏକ ଅନୁବାଦରେ: “କ୍ଲେଶ ବା ତାଡନା ଆସେ କାରଣ ସେମାନେ ଈଶ୍ବରଙ୍କ ବାକ୍ୟରେ ବିଶ୍ବାସ କଲେ” (ଦେଖ: [[rc://*/ta/man/translate/figs-explicit]])
# they stumble
ଏହି ଦୃଷ୍ତାନ୍ତରେ, “ପ୍ରତିବନ୍ଧକ” ଅର୍ଥ “ଈଶ୍ବରଙ୍କ ସୁସମାଚାରକୁ ବିଶ୍ବାସ କରିବାକୁ ବନ୍ଦ କରିବା” (ଦେଖ: [[rc://*/ta/man/translate/figs-metaphor]])