or_tn/mrk/04/14.md

8 lines
603 B
Markdown

# The farmer who sows his seed is
କୃଷକ ଯେ ତାହାର ବିହନ ବୁଣିବାକୁ ଉପସ୍ଥାପନା କରେ
# the one who sows the word
“ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବୁଝାଏ I ବିହନ ବୁଣିବା ଶିକ୍ଷା ଦେବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ଜଣକ ଈଶ୍ବରଙ୍କ ସୁସମାଚାର ଶିକ୍ଷା ଦିଏ” (ଦେଖ: [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-metaphor]])