or_tn/mrk/04/14.md

603 B

The farmer who sows his seed is

କୃଷକ ଯେ ତାହାର ବିହନ ବୁଣିବାକୁ ଉପସ୍ଥାପନା କରେ

the one who sows the word

“ବାକ୍ୟ” ଈଶ୍ବରଙ୍କ ସମ୍ବାଦକୁ ବୁଝାଏ I ବିହନ ବୁଣିବା ଶିକ୍ଷା ଦେବାକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଯେ ଜଣକ ଈଶ୍ବରଙ୍କ ସୁସମାଚାର ଶିକ୍ଷା ଦିଏ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-metaphor]])