or_tn/mrk/03/35.md

8 lines
742 B
Markdown

# whoever does ... that person is
ଯେଉଁମାନେ କରନ୍ତି ...ସେମାନେ
# that person is my brother, and sister, and mother
ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ଶିଷ୍ୟମାନେ ଯୀଶୁଙ୍କ ଆତ୍ମିକ ପରିବାର ଅଟନ୍ତି I ଏହା ତାହାଙ୍କ ଜାଗତିକ ପରିବାର ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ I ଅନ୍ୟଏକ ଅନୁବାଦରେ: “ସେହି ବ୍ୟକ୍ତି ମୋର ପାଇଁ ଭାଇ, ଭଉଣୀ କିମ୍ବା ମାଆ ପରି” (ଦେଖ: [[rc://*/ta/man/translate/figs-metaphor]])