or_tn/mrk/03/35.md

742 B

whoever does ... that person is

ଯେଉଁମାନେ କରନ୍ତି ...ସେମାନେ

that person is my brother, and sister, and mother

ଏହା ଏକ ରୁପକ ଅଟେ ଯାହାର ଅର୍ଥ ଯୀଶୁଙ୍କ ଶିଷ୍ୟମାନେ ଯୀଶୁଙ୍କ ଆତ୍ମିକ ପରିବାର ଅଟନ୍ତି I ଏହା ତାହାଙ୍କ ଜାଗତିକ ପରିବାର ଅପେକ୍ଷା ଅଧିକ ଗୁରୁତ୍ବପୂର୍ଣ୍ଣ ଅଟେ I ଅନ୍ୟଏକ ଅନୁବାଦରେ: “ସେହି ବ୍ୟକ୍ତି ମୋର ପାଇଁ ଭାଇ, ଭଉଣୀ କିମ୍ବା ମାଆ ପରି” (ଦେଖ: rc://*/ta/man/translate/figs-metaphor)