or_tn/mrk/03/23.md

12 lines
1.4 KiB
Markdown

#
ଏକ ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ବର୍ଣ୍ଣନା କରୁଛନ୍ତି ଯେ ଏହା କାହିଁକି ଲୋକମାନଙ୍କ ନିମନ୍ତେ ଚିନ୍ତା କରିବା ବୋକାମୀ ହେବ ଯେ ଯୀଶୁ ଶୟତାନ ଦ୍ବାରା ନିୟନ୍ତ୍ରଣ ହେଉଛନ୍ତି I (ଦେଖ: [[rc://*/ta/man/translate/figs-parables]])
# Jesus called them to him
ଯୀଶୁ ଲୋକମାନଙ୍କୁ ତାହାଙ୍କ ପାଖକୁ ଡାକିଲେ
# How can Satan cast out Satan?
ଯୀଶୁ ଫାରୁଶୀମାନଙ୍କ କହିବା ମୁତାବିକ ଯେ ବିଆଲଜିବୁଲ ଜରିଆରେ ଭୁତମାନଙ୍କୁ ଛଡାଇବାର ଉତ୍ତର ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ପଚାରିଲେ I ଏହି ପ୍ରଶ୍ନ ଏକ ଉକ୍ତି ଭାବରେ ଲେଖା ଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶୟତାନ କିପ୍ରକାରେ ଶୟତାନକୁ ଛଡାଇ ପାରେ” କିମ୍ବା “ଶୟତାନ ତାହାର ମନ୍ଦ ଆତ୍ମା ବିରୁଦ୍ଧରେ ଯାଇ ପାରେନାହି !” (ଦେଖ: [[rc://*/ta/man/translate/figs-rquestion]])