or_tn/mrk/03/23.md

1.4 KiB

ଏକ ଦୃଷ୍ଟାନ୍ତ ମାଧ୍ୟମରେ ଯୀଶୁ ବର୍ଣ୍ଣନା କରୁଛନ୍ତି ଯେ ଏହା କାହିଁକି ଲୋକମାନଙ୍କ ନିମନ୍ତେ ଚିନ୍ତା କରିବା ବୋକାମୀ ହେବ ଯେ ଯୀଶୁ ଶୟତାନ ଦ୍ବାରା ନିୟନ୍ତ୍ରଣ ହେଉଛନ୍ତି I (ଦେଖ: rc://*/ta/man/translate/figs-parables)

Jesus called them to him

ଯୀଶୁ ଲୋକମାନଙ୍କୁ ତାହାଙ୍କ ପାଖକୁ ଡାକିଲେ

How can Satan cast out Satan?

ଯୀଶୁ ଫାରୁଶୀମାନଙ୍କ କହିବା ମୁତାବିକ ଯେ ବିଆଲଜିବୁଲ ଜରିଆରେ ଭୁତମାନଙ୍କୁ ଛଡାଇବାର ଉତ୍ତର ଦେବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ପଚାରିଲେ I ଏହି ପ୍ରଶ୍ନ ଏକ ଉକ୍ତି ଭାବରେ ଲେଖା ଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଶୟତାନ କିପ୍ରକାରେ ଶୟତାନକୁ ଛଡାଇ ପାରେ” କିମ୍ବା “ଶୟତାନ ତାହାର ମନ୍ଦ ଆତ୍ମା ବିରୁଦ୍ଧରେ ଯାଇ ପାରେନାହି !” (ଦେଖ: rc://*/ta/man/translate/figs-rquestion)