or_tn/mrk/03/17.md

768 B

to whom he gave

“ଯାହାଙ୍କୁ” ବାକ୍ୟାଶ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ଉଭୟଙ୍କୁ ବୁଝାଏ I

the name Boanerges, that is, sons of thunder

ଯୀଶୁ ସେମାନଙ୍କୁ ଏହା କହିଲେ କାରଣ ସେମାନେ ମେଘନାଦ ପରି ଥିଲେ I ଅନ୍ୟଏକ ଅନୁବାଦରେ: “ବେନେରିପୋଷ ନାମ, ଯାହାର ଅର୍ଥ ମେଘନାଦ ପରି ମନୁଷ୍ୟ” କିମ୍ବା “ବେନେରିପୋଷ ନାମ, ଯାହାର ଅର୍ଥ ମେଘନାଦର ମନୁଷ୍ୟ” (ଦେଖ: rc://*/ta/man/translate/translate-names)