# to whom he gave “ଯାହାଙ୍କୁ” ବାକ୍ୟାଶ ଜେବଦୀଙ୍କ ପୁତ୍ର ଯାକୁବ ଓ ତାହାଙ୍କ ଭାଇ ଯୋହନ ଉଭୟଙ୍କୁ ବୁଝାଏ I # the name Boanerges, that is, sons of thunder ଯୀଶୁ ସେମାନଙ୍କୁ ଏହା କହିଲେ କାରଣ ସେମାନେ ମେଘନାଦ ପରି ଥିଲେ I ଅନ୍ୟଏକ ଅନୁବାଦରେ: “ବେନେରିପୋଷ ନାମ, ଯାହାର ଅର୍ଥ ମେଘନାଦ ପରି ମନୁଷ୍ୟ” କିମ୍ବା “ବେନେରିପୋଷ ନାମ, ଯାହାର ଅର୍ଥ ମେଘନାଦର ମନୁଷ୍ୟ” (ଦେଖ: [[rc://*/ta/man/translate/translate-names]])