or_tn/mrk/03/11.md

1.7 KiB

saw him

ଯୀଶୁ ଦେଖିଲେ

they fell down ... cried out, and they said

ଏଠାରେ “ସେମାନେ” ଅଶୁଚି ଆତ୍ମାଗୁଡିକୁ ବୁଝାଏ I ଏହା ସେମାନେ ଯେ ଲୋକମାନଙ୍କୁ ଏପରି କରିବା ନିମନ୍ତେ ବାଧ୍ୟ କରୁଥିଲେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ସମ୍ମୁଖରେ ପଡି ଚିତ୍କାର କରି କହିବା ନିମନ୍ତେ ବାଧ୍ୟ କରୁଥିଲେ” (ଦେଖ: rc://*/ta/man/translate/figs-explicit)

they fell down before him

ଅଶୁଚି ଆତ୍ମାଗୁଡିକ ଯୀଶୁଙ୍କ ସମ୍ମୁଖରେ ପଡୁ ନଥିଲେ କାରଣ ସେମାନେ ଯୀଶୁଙ୍କୁ ପ୍ରେମ କରୁଥିଲେ କିମ୍ବା ସେମାନେ ତାହାଙ୍କୁ ଉପାସନା କରିବା ନିମନ୍ତେ ଇଛୁକ ଥିଲେ I ସେମାନେ ତାହାଙ୍କ ସମ୍ମୁଖରେ ପଡୁଥିଲେ ଯେହେତୁ ସେମାନେ ତାହାଙ୍କୁ ଭୟ କରୁଥିଲେ I

You are the Son of God

ଯୀଶୁଙ୍କର ଅଶୁଚି ଆତ୍ମାଗୁଡିକ ଉପରେ ଅଧିକାର (କ୍ଷମତା) ଥିଲା କାରଣ ସେ “ଈଶ୍ବରଙ୍କ ପୁତ୍ର” ଅଟନ୍ତି I

Son of God

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: rc://*/ta/man/translate/guidelines-sonofgodprinciples)