or_tn/mrk/03/11.md

20 lines
1.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# saw him
ଯୀଶୁ ଦେଖିଲେ
# they fell down ... cried out, and they said
ଏଠାରେ “ସେମାନେ” ଅଶୁଚି ଆତ୍ମାଗୁଡିକୁ ବୁଝାଏ I ଏହା ସେମାନେ ଯେ ଲୋକମାନଙ୍କୁ ଏପରି କରିବା ନିମନ୍ତେ ବାଧ୍ୟ କରୁଥିଲେ I ଏହାକୁ ସ୍ପଷ୍ଟ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନେ ତାହାଙ୍କ ସମ୍ମୁଖରେ ପଡି ଚିତ୍କାର କରି କହିବା ନିମନ୍ତେ ବାଧ୍ୟ କରୁଥିଲେ” (ଦେଖ: [[rc://*/ta/man/translate/figs-explicit]])
# they fell down before him
ଅଶୁଚି ଆତ୍ମାଗୁଡିକ ଯୀଶୁଙ୍କ ସମ୍ମୁଖରେ ପଡୁ ନଥିଲେ କାରଣ ସେମାନେ ଯୀଶୁଙ୍କୁ ପ୍ରେମ କରୁଥିଲେ କିମ୍ବା ସେମାନେ ତାହାଙ୍କୁ ଉପାସନା କରିବା ନିମନ୍ତେ ଇଛୁକ ଥିଲେ I ସେମାନେ ତାହାଙ୍କ ସମ୍ମୁଖରେ ପଡୁଥିଲେ ଯେହେତୁ ସେମାନେ ତାହାଙ୍କୁ ଭୟ କରୁଥିଲେ I
# You are the Son of God
ଯୀଶୁଙ୍କର ଅଶୁଚି ଆତ୍ମାଗୁଡିକ ଉପରେ ଅଧିକାର (କ୍ଷମତା) ଥିଲା କାରଣ ସେ “ଈଶ୍ବରଙ୍କ ପୁତ୍ର” ଅଟନ୍ତି I
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])