or_tn/mrk/02/26.md

1.1 KiB

Connecting Statement:

ଯୀଶୁ ୨୫ ପଦରେ ପଚାରିଥିଵା ପ୍ରଶ୍ନ ଏଠାରେ ଶେଷ କଲେ I

how he went into the house of God ... to those who were with him?

୨୫ ପଦ ଠାରୁ ଅଲଗା ଉକ୍ତି ଭାବେ ଏହାକୁ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଈଶ୍ବରଙ୍କ ଗୃହରେ ପ୍ରବେଶ କରି ... ଆପଣା ସାଙ୍ଗମାନଙ୍କ ସହିତ ଥିଲେ” (ଦେଖ: rc://*/ta/man/translate/figs-rquestion)

how he went

“ସେ” ଶବ୍ଦ ଦାଉଦଙ୍କୁ ବୁଝାଏ I

bread of the presence

ଏହା ପୁରାତନ ନିୟମ ସମୟରେ ବାର ଖଣ୍ଡ ରୋଟୀ ଯାହା ସମାଗମ ତମ୍ବୁ କିମ୍ବା ମନ୍ଦିରରେ ସୁବର୍ଣ୍ଣ ମେଜରେ ଈଶ୍ବରଙ୍କୁ ବଳୀ ଉତ୍ସର୍ଗ କରିବା ନିମନ୍ତେ ରଖା ଯାଇଥିଲା ତାହାକୁ ବୁଝାଏ I