or_tn/mrk/02/26.md

16 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ୨୫ ପଦରେ ପଚାରିଥିଵା ପ୍ରଶ୍ନ ଏଠାରେ ଶେଷ କଲେ I
# how he went into the house of God ... to those who were with him?
୨୫ ପଦ ଠାରୁ ଅଲଗା ଉକ୍ତି ଭାବେ ଏହାକୁ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେ ଈଶ୍ବରଙ୍କ ଗୃହରେ ପ୍ରବେଶ କରି ... ଆପଣା ସାଙ୍ଗମାନଙ୍କ ସହିତ ଥିଲେ” (ଦେଖ: [[rc://*/ta/man/translate/figs-rquestion]])
# how he went
“ସେ” ଶବ୍ଦ ଦାଉଦଙ୍କୁ ବୁଝାଏ I
# bread of the presence
ଏହା ପୁରାତନ ନିୟମ ସମୟରେ ବାର ଖଣ୍ଡ ରୋଟୀ ଯାହା ସମାଗମ ତମ୍ବୁ କିମ୍ବା ମନ୍ଦିରରେ ସୁବର୍ଣ୍ଣ ମେଜରେ ଈଶ୍ବରଙ୍କୁ ବଳୀ ଉତ୍ସର୍ଗ କରିବା ନିମନ୍ତେ ରଖା ଯାଇଥିଲା ତାହାକୁ ବୁଝାଏ I