or_tn/mrk/02/22.md

28 lines
1.7 KiB
Markdown

#
ଯୀଶୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ I ଏହି ଦୃଷ୍ଟାନ୍ତ ନୁଆ ଦ୍ରାକ୍ଷାରସ ନୁଆ କୁମପାରେ ନରଖି ପୁରଣା କୁମ୍ପାରେ କେହି ରଖନ୍ତି ନାହିଁ I (ଦେଖ: [[rc://*/ta/man/translate/figs-parables]])
# new wine
ଦ୍ରାକ୍ଷାରସ I ଏହା ଯେଉଁ ଦ୍ରାକ୍ଷାରସ ପଚି ନଥିବାକୁ ବୁଝାଏ I ଯଦି ଦ୍ରାକ୍ଷା ତୁମ ଅଞ୍ଚଳରେ ଅପରିଚିତ, ଫଳରସ ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କର I
# old wineskins
ଏହା କୁମ୍ପାକୁ ବୁଝାଏ ଯାହାକୁ ଅନେକ ଥର ବ୍ୟବହାର କରା ଯାଇଥିଲା I
# wineskins
ଏହି କୁମ୍ପାଗୁଡିକ ପଶୁମାନଙ୍କ ଚମଡାରୁ ତିଆରି କରା ଯାଉଥିଲେ I ସେଗୁଡିକ ମଧ୍ୟ “ଦ୍ରାକ୍ଷାରସ ଥଳି” କିମ୍ବା “ଚମଡା ଝୁଲା” କୁହାଯାଏ I”
# the wine will burst the skins
ନୁତନ ଦ୍ରାକ୍ଷାରସ ଯେତେ ପଚେ ସେତେ ପରିମାଣରେ ବୃଦ୍ଧି ପାଏ, ତେଣୁ ଏହା ପୁରୁଣାର କ୍ଷତି କରେ, ଭଂଗୁର ପ୍ରବଣ କୁମ୍ପା ଛିଡି ଯାଏ I
# are lost
ନଷ୍ଟ ହୋଇଯାଏ
# fresh wineskins
ନୁଆ କୁମ୍ପା କିମ୍ବା “ନୁଆ ଦ୍ରାକ୍ଷାରସ ମୁଣା”. ଏହି ମୁଣା କେବେବି ବ୍ୟବହାର ହୋଇ ନଥିବା ବୁଝାଏ I