or_tn/mrk/02/22.md

1.7 KiB

ଯୀଶୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ I ଏହି ଦୃଷ୍ଟାନ୍ତ ନୁଆ ଦ୍ରାକ୍ଷାରସ ନୁଆ କୁମପାରେ ନରଖି ପୁରଣା କୁମ୍ପାରେ କେହି ରଖନ୍ତି ନାହିଁ I (ଦେଖ: rc://*/ta/man/translate/figs-parables)

new wine

ଦ୍ରାକ୍ଷାରସ I ଏହା ଯେଉଁ ଦ୍ରାକ୍ଷାରସ ପଚି ନଥିବାକୁ ବୁଝାଏ I ଯଦି ଦ୍ରାକ୍ଷା ତୁମ ଅଞ୍ଚଳରେ ଅପରିଚିତ, ଫଳରସ ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କର I

old wineskins

ଏହା କୁମ୍ପାକୁ ବୁଝାଏ ଯାହାକୁ ଅନେକ ଥର ବ୍ୟବହାର କରା ଯାଇଥିଲା I

wineskins

ଏହି କୁମ୍ପାଗୁଡିକ ପଶୁମାନଙ୍କ ଚମଡାରୁ ତିଆରି କରା ଯାଉଥିଲେ I ସେଗୁଡିକ ମଧ୍ୟ “ଦ୍ରାକ୍ଷାରସ ଥଳି” କିମ୍ବା “ଚମଡା ଝୁଲା” କୁହାଯାଏ I”

the wine will burst the skins

ନୁତନ ଦ୍ରାକ୍ଷାରସ ଯେତେ ପଚେ ସେତେ ପରିମାଣରେ ବୃଦ୍ଧି ପାଏ, ତେଣୁ ଏହା ପୁରୁଣାର କ୍ଷତି କରେ, ଭଂଗୁର ପ୍ରବଣ କୁମ୍ପା ଛିଡି ଯାଏ I

are lost

ନଷ୍ଟ ହୋଇଯାଏ

fresh wineskins

ନୁଆ କୁମ୍ପା କିମ୍ବା “ନୁଆ ଦ୍ରାକ୍ଷାରସ ମୁଣା”. ଏହି ମୁଣା କେବେବି ବ୍ୟବହାର ହୋଇ ନଥିବା ବୁଝାଏ I