or_tn/mrk/02/18.md

16 lines
2.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

#
ସେ ସେମାନଙ୍କ ସହିତ ଅଛନ୍ତି ଏଣୁ ତାହାଙ୍କ ଶିଷ୍ୟମାନଙ୍କର ଉପବାସ କରିବା ପ୍ରୟୋଜନ ନାହିଁ ଏହି ବିଷୟବସ୍ତୁକୁ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ I (ଦେଖ: [[rc://*/ta/man/translate/figs-parables]])
# the Pharisees were fasting ... the disciples of the Pharisees
ଏହି ଦୁଇଟି ବ୍ୟାକ୍ୟାଂଶ ସମାନ ଦଳର ଲୋକମାନଙ୍କୁ ବୁଝାଏ, କିନ୍ତୁ ଦ୍ଵିତୀୟଟି ଆହୁରି ନିର୍ଦ୍ଧିଷ୍ଟ ଅଟେ I ଉଭୟ ଫାରୁଶୀମାନଙ୍କ ଦଳକୁ ବୁଝାଏ, କିନ୍ତୁ ସେମାନେ ଫାରୁଶୀମାନଙ୍କର ନେତାକୁ ଅନୁକରଣ କରନ୍ତି ନାହିଁ I ଅନ୍ୟଏକ ଅନୁବାଦରେ: “ଫାରୁଶୀମାନଙ୍କ ଶିଷ୍ୟମାନେ ଉପବାସ କରନ୍ତି ... ଫାରୁଶୀମାନଙ୍କର ଶିଷ୍ୟମାନେ”
# Some people
କିଛି ଲୋକ I ଏହା କୌଣସି ନିର୍ଦ୍ଧିଷ୍ଟ ଦଳକୁ ନିଦର୍ଶନ ନକରି ଅନୁବାଦ କରିବା ଉତ୍ତମ ହେବ I ଯଦି ତୁମ ଭାଷାରେ ତୁମକୁ ନିର୍ଦ୍ଧିଷ୍ଟ ଦଳ ବୁଝାଇବାକୁ ପଡିବ, ତେବେ ସାମ୍ଭାବିତ ଅର୍ଥଗୁଡିକ ୧) ସେହି ଲୋକଗୁଡିକ ଯୋହନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କିମ୍ବା ଫାରୁଶୀମାନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ନଥିଲେ କିମ୍ବା ) ସେହି ଲୋକମାନେ ଯୋହନଙ୍କ ଶିଷ୍ୟମାନେ ଥିଲେ I
# came and said to him
ଆସିଲେ ଓ ଯୀଶୁଙ୍କୁ କହିଲେ