or_tn/mrk/02/18.md

2.0 KiB
Raw Permalink Blame History

ସେ ସେମାନଙ୍କ ସହିତ ଅଛନ୍ତି ଏଣୁ ତାହାଙ୍କ ଶିଷ୍ୟମାନଙ୍କର ଉପବାସ କରିବା ପ୍ରୟୋଜନ ନାହିଁ ଏହି ବିଷୟବସ୍ତୁକୁ ଯୀଶୁ ଦୃଷ୍ଟାନ୍ତ ମାଧ୍ୟମରେ କହିଲେ I (ଦେଖ: rc://*/ta/man/translate/figs-parables)

the Pharisees were fasting ... the disciples of the Pharisees

ଏହି ଦୁଇଟି ବ୍ୟାକ୍ୟାଂଶ ସମାନ ଦଳର ଲୋକମାନଙ୍କୁ ବୁଝାଏ, କିନ୍ତୁ ଦ୍ଵିତୀୟଟି ଆହୁରି ନିର୍ଦ୍ଧିଷ୍ଟ ଅଟେ I ଉଭୟ ଫାରୁଶୀମାନଙ୍କ ଦଳକୁ ବୁଝାଏ, କିନ୍ତୁ ସେମାନେ ଫାରୁଶୀମାନଙ୍କର ନେତାକୁ ଅନୁକରଣ କରନ୍ତି ନାହିଁ I ଅନ୍ୟଏକ ଅନୁବାଦରେ: “ଫାରୁଶୀମାନଙ୍କ ଶିଷ୍ୟମାନେ ଉପବାସ କରନ୍ତି ... ଫାରୁଶୀମାନଙ୍କର ଶିଷ୍ୟମାନେ”

Some people

କିଛି ଲୋକ I ଏହା କୌଣସି ନିର୍ଦ୍ଧିଷ୍ଟ ଦଳକୁ ନିଦର୍ଶନ ନକରି ଅନୁବାଦ କରିବା ଉତ୍ତମ ହେବ I ଯଦି ତୁମ ଭାଷାରେ ତୁମକୁ ନିର୍ଦ୍ଧିଷ୍ଟ ଦଳ ବୁଝାଇବାକୁ ପଡିବ, ତେବେ ସାମ୍ଭାବିତ ଅର୍ଥଗୁଡିକ ୧) ସେହି ଲୋକଗୁଡିକ ଯୋହନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ କିମ୍ବା ଫାରୁଶୀମାନଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ନଥିଲେ କିମ୍ବା ) ସେହି ଲୋକମାନେ ଯୋହନଙ୍କ ଶିଷ୍ୟମାନେ ଥିଲେ I

came and said to him

ଆସିଲେ ଓ ଯୀଶୁଙ୍କୁ କହିଲେ