24 lines
2.3 KiB
Markdown
24 lines
2.3 KiB
Markdown
# Connecting Statement:
|
|
|
|
ଯୀଶୁ କରଗ୍ରାହୀ ଓ ପାପୀ ମାନଙ୍କ ସଂଗରେ ଭୋଜନ ସମ୍ବନ୍ଧୀୟ ଯେଉଁ ପ୍ରଶ୍ନ ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଥିଲେ ତାହାର ପ୍ରତିଉତ୍ତର ଦେଲେ I
|
|
|
|
# he said to them
|
|
|
|
ସେ ଶାସ୍ତ୍ରୀମାନଙ୍କୁ କହିଲେ
|
|
|
|
# People who are strong in body do not need a physician; only people who are sick need one
|
|
|
|
ଯୀଶୁ ଅସୁସ୍ଥ ବ୍ୟକ୍ତି ଓ ଡାକ୍ତରର ହିତଶିକ୍ଷା ସମ୍ବନ୍ଧରେ ସେମାନଙ୍କୁ ଶିକ୍ଷା ଦେଲେ ଯେ କେବଳ ଲୋକମାନେ ଯେତେବେଳେ ଜାଣିବେ ଯେ ସେମାନେ ପାପି ହେବା ଅନୁଭବ କରନ୍ତି ସେମାନଙ୍କର ଯୀଶୁଙ୍କୁ ପ୍ରୟୋଜନ କରନ୍ତି I (ଦେଖ: [[rc://*/ta/man/translate/writing-proverbs]])
|
|
|
|
# strong in body
|
|
|
|
ସୁସ୍ଥତା
|
|
|
|
# I did not come to call righteous people, but sinners
|
|
|
|
ଯୀଶୁ ଅଶା କରନ୍ତି ଯେ ତାହାଙ୍କ ଶ୍ରୋତାମାନେ ବୁଝିପାରିବେ ଯେ ଯେଉଁମାନଙ୍କର ସାହାଯ୍ୟର ଆବଶ୍ୟକ ଅଛି ସେମାନଙ୍କ ନିମନ୍ତେ ଯୀଶୁ ଆସିଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ସେହି ଲୋକମାନଙ୍କ ନିମନ୍ତେ ଆସିଅଛି ଯେଉଁମାନେ ଆପଣାକୁ ପାପି ମନେ କରନ୍ତି, ମାତ୍ର ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଆପଣାକୁ ଧାର୍ମିକ ହେବା ବିଶ୍ବାସ କରନ୍ତି” (ଦେଖ: [[rc://*/ta/man/translate/figs-irony]])
|
|
|
|
# but sinners
|
|
|
|
“ମୁଁ ଆହ୍ଵାନ କରିବାକୁ ଆସିଅଛି” ଶବ୍ଦ ଏହାର ପୁର୍ବ ପଦରୁ ବୁଝି ହେବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ମୁଁ ପାପୀମାନଙ୍କୁ ଆହ୍ବାନ କରିବାକୁ ଆସିଅଛି” (ଦେଖ: [[rc://*/ta/man/translate/figs-ellipsis]])
|