or_tn/mrk/02/17.md

2.3 KiB

Connecting Statement:

ଯୀଶୁ କରଗ୍ରାହୀ ଓ ପାପୀ ମାନଙ୍କ ସଂଗରେ ଭୋଜନ ସମ୍ବନ୍ଧୀୟ ଯେଉଁ ପ୍ରଶ୍ନ ଶାସ୍ତ୍ରୀମାନେ ତାହାଙ୍କ ଶିଷ୍ୟମାନଙ୍କୁ ପଚାରିଥିଲେ ତାହାର ପ୍ରତିଉତ୍ତର ଦେଲେ I

he said to them

ସେ ଶାସ୍ତ୍ରୀମାନଙ୍କୁ କହିଲେ

People who are strong in body do not need a physician; only people who are sick need one

ଯୀଶୁ ଅସୁସ୍ଥ ବ୍ୟକ୍ତି ଓ ଡାକ୍ତରର ହିତଶିକ୍ଷା ସମ୍ବନ୍ଧରେ ସେମାନଙ୍କୁ ଶିକ୍ଷା ଦେଲେ ଯେ କେବଳ ଲୋକମାନେ ଯେତେବେଳେ ଜାଣିବେ ଯେ ସେମାନେ ପାପି ହେବା ଅନୁଭବ କରନ୍ତି ସେମାନଙ୍କର ଯୀଶୁଙ୍କୁ ପ୍ରୟୋଜନ କରନ୍ତି I (ଦେଖ: rc://*/ta/man/translate/writing-proverbs)

strong in body

ସୁସ୍ଥତା

I did not come to call righteous people, but sinners

ଯୀଶୁ ଅଶା କରନ୍ତି ଯେ ତାହାଙ୍କ ଶ୍ରୋତାମାନେ ବୁଝିପାରିବେ ଯେ ଯେଉଁମାନଙ୍କର ସାହାଯ୍ୟର ଆବଶ୍ୟକ ଅଛି ସେମାନଙ୍କ ନିମନ୍ତେ ଯୀଶୁ ଆସିଛନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ସେହି ଲୋକମାନଙ୍କ ନିମନ୍ତେ ଆସିଅଛି ଯେଉଁମାନେ ଆପଣାକୁ ପାପି ମନେ କରନ୍ତି, ମାତ୍ର ସେହି ଲୋକମାନଙ୍କ ନିମନ୍ତେ ଯେଉଁମାନେ ଆପଣାକୁ ଧାର୍ମିକ ହେବା ବିଶ୍ବାସ କରନ୍ତି” (ଦେଖ: rc://*/ta/man/translate/figs-irony)

but sinners

“ମୁଁ ଆହ୍ଵାନ କରିବାକୁ ଆସିଅଛି” ଶବ୍ଦ ଏହାର ପୁର୍ବ ପଦରୁ ବୁଝି ହେବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ମୁଁ ପାପୀମାନଙ୍କୁ ଆହ୍ବାନ କରିବାକୁ ଆସିଅଛି” (ଦେଖ: rc://*/ta/man/translate/figs-ellipsis)