4 lines
1.4 KiB
Markdown
4 lines
1.4 KiB
Markdown
# What is easier to say to the paralyzed man ... take up your bed, and walk'?
|
|
|
|
ଯୀଶୁ ଏହି ପ୍ରଶ୍ନ ମାଧ୍ୟମରେ ଶାସ୍ତ୍ରୀମାନଙ୍କୁ ଭାବିବା ନିମନ୍ତେ ସୁଯୋଗ ଦେଉଛନ୍ତି ଯେ କେଉଁ ବିଷୟ ପ୍ରମାଣିତ କରିବ କିମ୍ବା ସେ କି ପାପ କ୍ଷମା କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ମୁଁ ପକ୍ଷାଘାତ ରୋଗୀକୁ କହିଲି, ‘ତୁମ୍ଭର ପାପସବୁ କ୍ଷମା କରାଗଲା’ I ତୁମେ କ’ଣ ଭାବୁଛ ଯେ ଏହା କହିବା କଠିନ ଅଟେ ‘ଉଠ, ଆପଣା ଖଟିଆ ଘେନ ଓ ଚାଲ,” କାରଣ ତାହା ପ୍ରମାଣ କରେ ଯେ ମୁଁ ତାଙ୍କୁ ସୁସ୍ଥ କରିଛି କି ନାହିଁ ଦେଖାଯିବ, ସେ ଉଠିବ ଓ ଚାଲିବ” କିମ୍ବା “ତୁମ୍ଭେମାନେ କ’ଣ ଭାବୁଛ ଯେ ପକ୍ଷାଘାତ ରୋଗିକି କହିବା କି ଏତେ ସହଜ ‘ତୁମ୍ଭର ପାପ ସବୁ କ୍ଷମା କରାଗଲା’ ତାପରେ କହିବା ‘ଉଠ, ଆପଣା ଖଟିଆ ଘେନ ଓ ଚାଲ” (ଦେଖ: [[rc://*/ta/man/translate/figs-rquestion]])
|